କାଲି ସବୁ ପେଟ୍ରୋଲପମ୍ପ ବନ୍ଦ, ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି

Advertisment

ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ ।

Updated On

ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ ।

ଅଦ୍ୟତନ ହୋଇଛି
Petrol Pump

Photograph: (kanaknews)

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ସବୁ ପେଟ୍ରୋଲ ପମ୍ପ । ସକାଳ ୬ଟାରୁ ସଂଧ୍ୟା ୪ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ । ବ୍ୟବସାୟରେ ୧୦୦ କୋଟିରୁ ଅଧିକ କ୍ଷତି ହେବ । ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ସଂଘ ରାଜ୍ୟ ସଭାପତି ।

ତେବେ ଆସନ୍ତା କାଲି ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୪ଟା ପରେ ପେଟ୍ରୋଲ ପମ୍ପ ଖୋଲିବ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ୩ ଡିପୋ ସହ ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe