କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ଅନୁମତି, ଦୁର୍ଗାପୂଜା ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Advertisment

ଦୁର୍ଗାପୂଜା ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସମସ୍ତ ତୋରଣର ହେବ ମାଜିଷ୍ଟ୍ରେଟ ସ୍ତରୀୟ ଯାଞ୍ଚ ।

ଦୁର୍ଗାପୂଜା ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସମସ୍ତ ତୋରଣର ହେବ ମାଜିଷ୍ଟ୍ରେଟ ସ୍ତରୀୟ ଯାଞ୍ଚ ।

କଟକର ୬ ସୁଉଚ୍ଚ ତୋରଣକୁ ଅନୁମତି

କଟକର ୬ ସୁଉଚ୍ଚ ତୋରଣକୁ ଅନୁମତି Photograph: (KanakNews)

କନକ ବ୍ୟୁରୋ: ଦଶହରାରେ ୬ଟି ବଡ଼ ତୋରଣକୁ କୋର୍ଟଙ୍କ ଅନୁମତି । ଚାଉଳିଆଗଞ୍ଜ, ରାଣୀହାଟ, ମାଲଗୋଦାମ ତୋରଣକୁ ମିଳିଛି ଅନୁମତି । ଶିଖରପୁର, ଖାନନଗର ଓ ବାଦାମବାଡ଼ି ତୋରଣକୁ ମଧ୍ୟ  ଅନୁମତି । ସମସ୍ତ ତୋରଣର ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚ ହେବ । କାଲିଠୁ ପୂଜା ଅନୁମତି କରିହେବ ଆବେଦନ ।

ସବ୍‌-ଡିଭିଜିନାଲ୍‌ ମାଜିଷ୍ଟ୍ରେଟଙ୍କ ନିକଟରେ କରିବେ ଆବେଦନ । ଆବେଦନ ପାଇଁ ବାରବାଟୀ ପ୍ୟାଲେସରେ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା । ସମସ୍ତ ମଣ୍ଡପ ନିକଟରେ ଶବ୍ଦ ସଚେତନତା ହୋର୍ଡିଂ ଲାଗିବ । ମଣ୍ଡପ ତିଆରି ପାଇଁ ରାତିରେ ଅଣାଯିବ ବାଉଁଶ । ଲେଜର ଲାଇଟ୍‌ ବ୍ୟବହାର ଉପରେ କଟକଣା । ୬୫ ଡେସିବଲ୍‌ ଉପରକୁ ଶବ୍ଦ ଉପରେ ବାରଣ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe