ନିଜ ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକେ: ଯୋଗ୍ୟ କି ଅଯୋଗ୍ୟ ନିଜେ କରିବେ ବିଚାର: ରବି ନାୟକ

ନିଜ ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକେ : ଯୋଗ୍ୟ କି ଅଯୋଗ୍ୟ ନିଜେ କରିବେ ବିଚାର । କୌଣସି ଯୋଗ୍ୟ ହିତାଧିକାରୀ ହେବେନି ଅଣଦେଖା  ।ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା

31ravi

କନକ ବ୍ୟୁରୋ: ଆବାସ ଘର ପାଇଁ ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ।ପ୍ର କୃତ ହିତାଧିକାରୀ ପାଇବେ ଘର।  ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।
 

ଏଥିପାଇଁ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ । ଲୋକ ଏହି କର୍ମଶାଳାରେ ଯୋଗ ଦେବେ । ଏହା ସହ ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଏଥିରେଯ ଅଗ୍ରାଧିକାର ଦିଆଯିବ । ୨ ମାସ ସମୟ ଭିତରେ ପୁଣି ଥରେ ସର୍ଭେ କରାଯିବ । ଏହି ସମୟ ଭିତରେ  ତାଲିମ ସହ ଅନଲାଇନରେ ଆବେଦନର ଷ୍ଟାଟସ୍ କିପରି ଚେକ୍ କରିବେ ସେନେଇ  ମଧ୍ୟ ଟ୍ରେନିଙ୍ଗ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe