କନକ ବ୍ୟୁରୋ: ଆବାସ ଘର ପାଇଁ ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ।ପ୍ର କୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।
ଏଥିପାଇଁ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ । ଲୋକ ଏହି କର୍ମଶାଳାରେ ଯୋଗ ଦେବେ । ଏହା ସହ ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଏଥିରେଯ ଅଗ୍ରାଧିକାର ଦିଆଯିବ । ୨ ମାସ ସମୟ ଭିତରେ ପୁଣି ଥରେ ସର୍ଭେ କରାଯିବ । ଏହି ସମୟ ଭିତରେ ତାଲିମ ସହ ଅନଲାଇନରେ ଆବେଦନର ଷ୍ଟାଟସ୍ କିପରି ଚେକ୍ କରିବେ ସେନେଇ ମଧ୍ୟ ଟ୍ରେନିଙ୍ଗ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/28/G8Wfq0xnPW96sPmDKPao.jpg)