ପେଟ ପାଇଁ ରାସ୍ତା କଡରେ କରୁଛନ୍ତି ବେପାର । ପରିଶ୍ରମ ମୁତାବକ ମିଳୁନି ଲାଭ

Advertisment

ପତ୍ରକୁ ପତ୍ର ଭିଡ଼ି ଗୋଟିଏ ସାଙ୍ଗରେ ଆଉ ଗୋଟେ ପତ୍ରକୁ ଯୋଡ଼ି ଓଲଟା ମୋଡ଼ି ପ୍ଲାଷ୍ଟିକ ସୂତୁଲିରେ ଶକ୍ତ କରି ବାନ୍ଧନ୍ତି। ଛପର ଘରର ଖୁଣ୍ଟ ଓ ନିଜ ଗୋଡ଼ ଆଙ୍ଗୁଳିକୁ ଝାଡୁ ବାନ୍ଧିବା ପାଇଁ ବ୍ୟବହାର କରିଥାନ୍ତି। ହାତକୁ ଆରାମ ଲାଗିବାକୁ ଧରିବା ଜାଗାରେ ପଲିଥିନ ଦେଇ ବାନ୍ଧି ଦିଅନ୍ତି। ଶକ୍ତ କରି ବାନ୍ଧିବା ପରେ ଝାଡୁର ପତ୍ର କୁ ଧାରୁଆ କଣ୍ଟା ସାହାଯ୍ୟରେ ପତଳା କରି ଦିଅନ୍ତି।

sggsdgfds

କନକ ବ୍ୟୁରୋ : ଅସ୍ଥାୟୀ ପଲିଥିନ ଛପର ଘରେ ୫ ପରିବାର ର ୩୦ରୁ ଅଧିକ ଲୋକ।  ସେମାନଙ୍କ ଘର ଛତିଶଗଡରେ। ଆଜିକୁ ୩ ବର୍ଷ ହେବ ପେଟ ପୋଷିବାକୁ ବାଲେଶ୍ଵର ଆସୁଛନ୍ତି ।  ସେମାନେ ଝାଡୁ ବନେଇବା ଶିଖି ଥିବ।ରୁ ସେହି ବୃତ୍ତିକୁ ଆପଣାଇନେଇଛନ୍ତି ।  ବଲାଙ୍ଗୀରର ବିଭିନ୍ନ ବଣ ବୁଦାରୁ ଖଜୁରି ପତ୍ର କାଟି ଗାଡି ଭଡ଼ା କରି ବାଲେଶ୍ଵରକୁ ଆଣିଥାନ୍ତି। ଖରାରେ ଶୁଖାଇ ଝାଡୁ ପାଇଁ ପ୍ରସ୍ତୁତ କରି ରଖନ୍ତି। ବଡ଼ ଓ ଛୋଟ ଦୁଇ ପ୍ରକାର ଝାଡୁ ଏମାନେ ତିଆରି କରୁଛନ୍ତି। ୩୦ରୁ ୫୦ ଟଙ୍କା ଭିତର ଗୋଟିଏ ଝାଡୁକୁ ବିକ୍ରୀ କରିଥାଆନ୍ତି। ପତ୍ର ସରିଗଲେ ନିଜ ଗାଁକୁ ଫେରିଯିବେ ଏମାନେ। ଝାଡୁ ତିଆରି କରିବାର ଶୈଳୀ ବେଶ୍ ନିଆରା।

ପତ୍ରକୁ ପତ୍ର ଭିଡ଼ି ଗୋଟିଏ ସାଙ୍ଗରେ ଆଉ ଗୋଟେ ପତ୍ରକୁ ଯୋଡ଼ି ଓଲଟା ମୋଡ଼ି ପ୍ଲାଷ୍ଟିକ ସୂତୁଲିରେ ଶକ୍ତ କରି ବାନ୍ଧନ୍ତି। ଛପର ଘରର ଖୁଣ୍ଟ ଓ ନିଜ ଗୋଡ଼ ଆଙ୍ଗୁଳିକୁ ଝାଡୁ ବାନ୍ଧିବା ପାଇଁ ବ୍ୟବହାର କରିଥାନ୍ତି। ହାତକୁ ଆରାମ ଲାଗିବାକୁ ଧରିବା ଜାଗାରେ ପଲିଥିନ ଦେଇ ବାନ୍ଧି ଦିଅନ୍ତି। ଶକ୍ତ କରି ବାନ୍ଧିବା ପରେ ଝାଡୁର ପତ୍ର କୁ ଧାରୁଆ କଣ୍ଟା ସାହାଯ୍ୟରେ ପତଳା କରି ଦିଅନ୍ତି। ତାପରେ ସାଇଜ୍  କରି କାଟି ପଲିଥିନ ଭିତର ଭର୍ତ୍ତି କରି ବିକ୍ରି ପାଇଁ ପ୍ରସ୍ତୁତ କରନ୍ତି।
ବଜାର ରେ ବିକ୍ରି ହେଉଥିବା ଫୁଳ ଝାଡୁ ଭଳି ହୋଇଥିଲେ ମଧ୍ୟ ଦାମ୍ କମ ଆଉ ବ୍ୟବହାର ପାଇଁ ସହଜ ହୋଇଥାଏ ଏହି ଝାଡୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe