ଭସାଣି ଗଣ୍ଡଗୋଳ ପରେ କଟକକୁ ଫେରିଛି ଶାନ୍ତି, ସହର ସାରା କମିସନରେଟ୍ ପୁଲିସର ଫ୍ଲାଗମାର୍ଚ୍ଚ

ନିଜେ ପୁଲିସ  କମିସନର  ଏଥିରେ ସାମିଲ ହୋଇଛନ୍ତି । ସହରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏବେ ସ୍ଥିତି ସ୍ୱାଭାବିକ  ରହିଛି । ମିଛ ଗୁଜବକୁ ବିଶ୍ଵାସ ନକରିବାକୁ ସିପି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି ।

02Flag March

Photograph: (Kanak News)

କନକ ବ୍ୟୁରୋ :   ଭସାଣି ବେଳେ କଟକରେ ଗଣ୍ଡଗୋଳ ଘଟଣା । ସହରକୁ ଫେରିଛି ଶାନ୍ତି । କଡା ସୁରକ୍ଷା ବଳୟରେ ରହିଛି କଟକ ସହର। ସହରା ସାରା ଫ୍ଲାଗମାର୍ଚ୍ଚ କରୁଛି  ପୁଲିସ । ନିଜେ ପୁଲିସ  କମିସନର  ଏଥିରେ ସାମିଲ ହୋଇଛନ୍ତି । ସହରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏବେ ସ୍ଥିତି ସ୍ୱାଭାବିକ  ରହିଛି । ମିଛ ଗୁଜବକୁ ବିଶ୍ଵାସ ନକରିବାକୁ ସିପି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରୁଛନ୍ତି ସେମାନଙ୍କ ଅବିଭାବକ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ସିପି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe