କନକ ବ୍ୟୁରୋ : ଭସାଣି ବେଳେ କଟକରେ ଗଣ୍ଡଗୋଳ ଘଟଣା । ସହରକୁ ଫେରିଛି ଶାନ୍ତି । କଡା ସୁରକ୍ଷା ବଳୟରେ ରହିଛି କଟକ ସହର। ସହରା ସାରା ଫ୍ଲାଗମାର୍ଚ୍ଚ କରୁଛି ପୁଲିସ । ନିଜେ ପୁଲିସ କମିସନର ଏଥିରେ ସାମିଲ ହୋଇଛନ୍ତି । ସହରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏବେ ସ୍ଥିତି ସ୍ୱାଭାବିକ ରହିଛି । ମିଛ ଗୁଜବକୁ ବିଶ୍ଵାସ ନକରିବାକୁ ସିପି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରୁଛନ୍ତି ସେମାନଙ୍କ ଅବିଭାବକ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ସିପି ।
ଭସାଣି ଗଣ୍ଡଗୋଳ ପରେ କଟକକୁ ଫେରିଛି ଶାନ୍ତି, ସହର ସାରା କମିସନରେଟ୍ ପୁଲିସର ଫ୍ଲାଗମାର୍ଚ୍ଚ
ନିଜେ ପୁଲିସ କମିସନର ଏଥିରେ ସାମିଲ ହୋଇଛନ୍ତି । ସହରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏବେ ସ୍ଥିତି ସ୍ୱାଭାବିକ ରହିଛି । ମିଛ ଗୁଜବକୁ ବିଶ୍ଵାସ ନକରିବାକୁ ସିପି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି ।
/kanak/media/media_files/2025/10/10/flag-march-2025-10-10-16-19-52.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)