କନକ ବ୍ୟୁରୋ: ମଣିପୁରରେ ଧୀରେଧୀରେ ଶାନ୍ତି ଫେରୁଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଜାତିଗତ ହିଂସା ଯୋଗୁଁ ବିସ୍ଥାପିତ ହୋଇଥିବା ମୈତେଇ ଓ କୁକି-ଜୋ ସମ୍ପ୍ରଦାୟର ପରିବାରମାନେ ନିଜ ଘରକୁ ଫେରୁଛନ୍ତି। ୨୦୨୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସାରେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି । ସରକାର ଏବେ ପୁନର୍ବାସ ଯୋଜନା ଘୋଷଣା କରିଛନ୍ତି । ଏଥିପାଇଁ ମଣିପୁରରେ ଧୀରେ ଧୀରେ ଶାନ୍ତି ଫେରୁଛି । ବିସ୍ଥାପିତ ଲୋକମାନେ ଏବେ ସରକାରୀ ଉଦ୍ୟମକୁ ପ୍ରଶଂସା କରି ଘରକୁ ଫେରୁଛନ୍ତି ଓ ଏଥିପାଇଁ ଆନନ୍ଦ ପ୍ରକାଶ କରିଛନ୍ତି ।
ମଣିପୁରରେ ଧୀରେଧୀରେ ଫେରୁଛି ଶାନ୍ତି: ପ୍ରଶାସନର ହସ୍ତକ୍ଷେପ ପରେ ଫେରୁଛନ୍ତି ବିସ୍ଥାପିତ
୨୦୨୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସାରେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି । ସରକାର ଏବେ ପୁନର୍ବାସ ଯୋଜନା ଘୋଷଣା କରିଛନ୍ତି । ଏଥିପାଇଁ ମଣିପୁରରେ ଧୀରେ ଧୀରେ ଶାନ୍ତି ଫେରୁଛି ।
/kanak/media/media_files/2025/07/22/55-2025-07-22-15-47-44.jpg)