କନକ ବ୍ୟୁରୋ : ପଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ପାଞ୍ଚୋଲି ଓ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଆଲୋକ ଆରାଧେଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଏହି ଦୁଇଜଣଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚଛି । ମାତ୍ର ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ନିଯୁକ୍ତି ପାଇଁ ସୁପାରିଶ ଉପରେ କଲେଜିୟରମ ଅନ୍ୟତମ ସଦସ୍ୟ ଜଷ୍ଟିସ ବିଭି ନାଗରଥନ୍ନା ବିରୋଧି ନୋଟ ଦେଇଥିଲେ । ଜଷ୍ଟିସ ପାଞ୍ଚୋଲିଙ୍କ ନିଯୁକ୍ତି ଗୁଜରାଟ ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କୁ ପଦୋନ୍ବତି ପାଇଥିବା ବିଚାରପତିଙ୍କ ସଂଖ୍ୟା ୩ରେ ପହଞ୍ଚାଇବ । ଯାହାକି ଆଞ୍ଚିଳିକ ସନ୍ତୁଳତାକୁ ଗିବାଡିବ ବୋଲି ଜଷ୍ଟିସ ନାଗରଥନ୍ନା ଉଲ୍ଲେଖ କରିଥିଲେ ।
ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି, ବିରୋଧ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ନାଗରଥନ୍ନା
ଏହି ଦୁଇଜଣଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚଛି । ମାତ୍ର ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ନିଯୁକ୍ତି ପାଇଁ ସୁପାରିଶ ଉପରେ କଲେଜିୟରମ ଅନ୍ୟତମ ସଦସ୍ୟ ଜଷ୍ଟିସ ବିଭି ନାଗରଥନ୍ନା ବିରୋଧି ନୋଟ ଦେଇଥିଲେ ।
/kanak/media/media_files/2025/08/27/33-2025-08-27-21-10-08.jpg)