ମେଡିକାଲ ଛାତରୁ ଡେଇଁପଡ଼ିଲେ ରୋଗୀ ; ଆଜି ହୋଇଥାଆନ୍ତେ ଡିସଚାର୍ଜ

ମେଡିକାଲ ଛାତରୁ ଡେଇଁପଡ଼ିଲା ରୋଗୀ । ସୁନ୍ଦରଗଡ଼ ଟାଉନଥାନା ସରକାରୀ ମେଡିକାଲ କଲେଜ ଛାତରୁ ଡେଇଁ ରୋଗୀ ମୃତ । ଆଜି ହୋଇଥାନ୍ତେ ଡିସ୍‌ଚାର୍ଜ । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ ।

18

କନକ ବ୍ୟୁରୋ: ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଟାଉନ ଥାନା ସରକାରୀ ମେଡିକାଲ କଲେଜରେ ଏଭଳି ଅଘଟଣ ଘଟଛି । ମେଡିକାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ ଜଣଙ୍କ । ଆଜି ତାଙ୍କର ଡିସଚାର୍ଜ ହୋଇଥାଆନ୍ତା । ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରୋଗୀ। କାହିଁକି ରୋଗୀ ଏଭଳି କାଣ୍ଡ କଲେ ତାହା ଜଣା ପଡ଼ିନାହିଁ। ପୁଲିସ ମେଡିକାଲରେ ପହଞ୍ଚି ପଚରାଉଚରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe