ମଝି ଚିଲିକାରେ ଫସିଲା ଡଙ୍ଗା; ଯାତ୍ରୀବାହୀ ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଫସିଥିବା ନେଇ ସୂଚନା

Advertisment

ପୁଣି ଚିଲିକାରେ ଫସିଲା ଡଙ୍ଗା । ଯାତ୍ରୀବାହୀ ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଫସିଥିବା ନେଇ ସୂଚନା ମିଳିଛି । ଡଙ୍ଗାରେ ୧୫ଟି ବାଇକ ମଧ୍ୟ ରହିଛି ।

ପୁଣି ଚିଲିକାରେ ଫସିଲା ଡଙ୍ଗା । ଯାତ୍ରୀବାହୀ ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଫସିଥିବା ନେଇ ସୂଚନା ମିଳିଛି । ଡଙ୍ଗାରେ ୧୫ଟି ବାଇକ ମଧ୍ୟ ରହିଛି ।

Chilika Boat

କନକ ବ୍ୟୁରୋ : ପୁଣି ଚିଲିକାରେ ଫସିଲା ଡଙ୍ଗା । ଯାତ୍ରୀବାହୀ ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଫସିଥିବା ନେଇ ସୂଚନା ମିଳିଛି । ଡଙ୍ଗାରେ ୧୫ଟି ବାଇକ ମଧ୍ୟ ରହିଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ମଝିରେ ଏହି ଯାତ୍ରୀବାହୀ ଡଙ୍ଗା ଫସିରହିଛି । ମଏଁସା ଗାଁ ନିକଟ ଚିଲିକାରେ ଫସିଛି ଡଙ୍ଗା ।

ସାତପଡ଼ାରୁ ସନ୍ଧ୍ୟା ୬ଟା ସମୟରେ ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଡଙ୍ଗାଟି ମଝି ଚିଲିକାରେ ଫସି ରହିଛି । ରାତି ବଢୁଥିବାରୁ ଡଙ୍ଗାରେ ଫସିଥିବା ଯାତ୍ରୀ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe