କନକ ବ୍ୟୁରୋ : ପୁଣି ଚିଲିକାରେ ଫସିଲା ଡଙ୍ଗା। ଯାତ୍ରୀବାହୀ ଡଙ୍ଗାରେ ୪୦ରୁ ଅଧିକଯାତ୍ରୀ ଫସିଥିବା ନେଇ ସୂଚନା ମିଳିଛି । ଡଙ୍ଗାରେ ୧୫ଟି ବାଇକ ମଧ୍ୟ ରହିଛି । ଯାନ୍ତ୍ରିକ ତ୍ରୁଟିକାରଣରୁ ଚିଲିକା ମଝିରେ ଏହି ଯାତ୍ରୀବାହୀ ଡଙ୍ଗା ଫସିରହିଛି । ମଏଁସା ଗାଁ ନିକଟ ଚିଲିକାରେ ଫସିଛିଡଙ୍ଗା ।
ସାତପଡ଼ାରୁ ସନ୍ଧ୍ୟା ୬ଟା ସମୟରେ ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା । କିନ୍ତୁ ଯାନ୍ତ୍ରିକତ୍ରୁଟି କାରଣରୁ ଡଙ୍ଗାଟି ମଝି ଚିଲିକାରେ ଫସି ରହିଛି । ରାତି ବଢୁଥିବାରୁ ଡଙ୍ଗାରେ ଫସିଥିବା ଯାତ୍ରୀଉଦ୍ଧାର ପାଇଁ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/KoQemMt3gTICypjlCGPi.jpg)