ପ୍ରଭାତୀ ପରିଡାଙ୍କ ଅପିଲ୍‌ । ରାଜ୍ୟ ବାହାରେ ଥିବା ମହିଳା ଶୀଘ୍ର କରନ୍ତୁ ସୁଭଦ୍ରା ଯୋଜନାରେ ଆବେଦନ ..

Advertisment

ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା । ସେମାନଙ୍କୁ ଅନୁରୋଧ ସୁଭଦ୍ରାରେ ଶୀଘ୍ର ଆବେଦନ କରନ୍ତୁ ।

ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା । ସେମାନଙ୍କୁ ଅନୁରୋଧ ସୁଭଦ୍ରାରେ ଶୀଘ୍ର ଆବେଦନ କରନ୍ତୁ ।

SUBHADRA

କନକ ବ୍ୟୁରୋ :  ସୁଭୁଦ୍ରା ଟଙ୍କା ଯୋଜନାକୁ ନେଇ ଆସିଲା ବଡ ଖବର  ।  ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡାଙ୍କ ଅପିଲ୍‌ । ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା ।  ଯେଉଁମାନେ କି  ସୁଭଦ୍ରାରେ  ସାମିଲ ହେବା ପାଇଁ ଏଯାଏଁ  ଆବେଦନ କରିନାହାଁନ୍ତି ।

  ସେମାନଙ୍କୁ ଅନୁରୋଧ  ଶୀଘ୍ର ଆବେଦନ  କରନ୍ତୁ ।   ସୁଭଦ୍ରା କୁ ନେଇ  ଜିଲ୍ଳା ରିଭ୍ୟୁରୁ ଆସିଲା ଏହି ବଡ ତଥ୍ୟ  ।  ସୁଭଦ୍ରା ଯୋଜାନରେ ସାମିଲ  ହେବା ପାଇଁ  ପ୍ରଭାତୀ ପରିଡାଙ୍କ ଅପିଲ୍‌ ।   
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe