କନକ ବ୍ୟୁରୋ : ସୁଭୁଦ୍ରା ଟଙ୍କା ଯୋଜନାକୁ ନେଇ ଆସିଲା ବଡ ଖବର । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅପିଲ୍ । ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା । ଯେଉଁମାନେ କି ସୁଭଦ୍ରାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରିନାହାଁନ୍ତି ।
ସେମାନଙ୍କୁ ଅନୁରୋଧ ଶୀଘ୍ର ଆବେଦନ କରନ୍ତୁ । ସୁଭଦ୍ରା କୁ ନେଇ ଜିଲ୍ଳା ରିଭ୍ୟୁରୁ ଆସିଲା ଏହି ବଡ ତଥ୍ୟ । ସୁଭଦ୍ରା ଯୋଜାନରେ ସାମିଲ ହେବା ପାଇଁ ପ୍ରଭାତୀ ପରିଡାଙ୍କ ଅପିଲ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/21/FWxVjFhDpW7jTGYTfRnB.jpg)