ସଂସଦ ବଜେଟ୍ ଅଧିବେଶନ : ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହୋଇପାରେ ଆଲୋଚନା

Advertisment

ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ହଟ୍ଟଗୋଳରୁ ଆରମ୍ଭ ହୋଇଛି ଗୃହ । ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି।

ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ହଟ୍ଟଗୋଳରୁ ଆରମ୍ଭ ହୋଇଛି ଗୃହ । ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି।

Screenshot 2026-03-10 074016

Photograph: (kanaknews)

କନକବ୍ୟୁରୋ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ହଟ୍ଟଗୋଳରୁ ଆରମ୍ଭ ହୋଇଛି ଗୃହ । ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି। ଆଜି ୧୦ ଘଣ୍ଟା ଧରି ଆଲୋଚନା ହୋଇପାରେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିତର୍କ ଆରମ୍ଭ କରିବେ। 

ଅଧିକ ପଢନ୍ତୁ.. ଯୁଦ୍ଧ ଭିତରେ ଏଲ୍‌ପିଜି ସିଲିଣ୍ଡର ସଙ୍କଟ : ମୁମ୍ବାଇ, ବେଙ୍ଗାଲୁରୁ ଭଳି ବଡ଼ ସହରରେ ଗ୍ୟାସ ଅଭାବ

ସଂସଦର ପ୍ରଥମ ପର୍ଯ୍ୟାୟରେ ବିରୋଧୀ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ବାଚସ୍ପତି ଓମ ବିର୍ଲା ନିରପେକ୍ଷ ନୁହେଁ ବୋଲି ଅଭିଯୋଗ କରି ଏହି ପ୍ରସ୍ତାବ ଆଣିଥିଲେ। ଗତକାଲି ବିରୋଧୀ ଇରାନରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏସିଆରେ କିପରି ପଡିଛି, ତାଉପରେ ଆଲୋଚନା କରିବାକୁ ଚାହୁଁଥିଲେ । କିନ୍ତୁ ସରକାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯୁଦ୍ଧ ସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe