ଆଜି ବି ଚାଲିପାରିଲାନି ସଂସଦ : ବିରୋଧୀଙ୍କ ହଟ୍ଟଗୋଳ , ଉଭୟ ଗୃହ ୨ଟା ପର୍ଯ୍ୟନ୍ତ ମୁଲତବି

Advertisment

ବଙ୍ଗାଳୀ ଭାଷା ବିବାଦକୁ ନେଇ ଟିଏମସି ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଇଣ୍ଡିମେଣ୍ଟ ସାଂସଦମାନେ ବିହାରରେ ସ୍ୱତନ୍ତ୍ର ବିସ୍ତୃତ ଭୋଟର ତାଲିକା ସଂଶୋଧନ ବିରୋଧରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବଙ୍ଗାଳୀ ଭାଷା ବିବାଦକୁ ନେଇ ଟିଏମସି ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଇଣ୍ଡିମେଣ୍ଟ ସାଂସଦମାନେ ବିହାରରେ ସ୍ୱତନ୍ତ୍ର ବିସ୍ତୃତ ଭୋଟର ତାଲିକା ସଂଶୋଧନ ବିରୋଧରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Parliament

Parliament Photograph: (KanakNews)

କନକ ବ୍ୟୁରୋ : ଆଜି ସଂସଦ ଅଧିବେଶନ ଆରମ୍ଭ ମାତ୍ରେ ବିରୋଧୀ ସାଂସଦମାନେ ଏସଆଇଆର୍ ଉପରେ ଆଲୋଚନା କରି ହଟ୍ଟଗୋଳ କରିଥିଲେ । ଏଥିପାଇଁ ଉଭୟ ରାଜ୍ୟସଭା ଓ ଲୋକସଭା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରହିଛି । ବଙ୍ଗାଳୀ ଭାଷା ବିବାଦକୁ ନେଇ ଟିଏମସି ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଇଣ୍ଡିମେଣ୍ଟ ସାଂସଦମାନେ ବିହାରରେ ସ୍ୱତନ୍ତ୍ର ବିସ୍ତୃତ ଭୋଟର ତାଲିକା ସଂଶୋଧନ ବିରୋଧରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହାକାଶଚାରୀ ଗ୍ପୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ସଫଳତା ଓ ତାଙ୍କୁ ଅଭିନନ୍ଦନ ଜଣାଇ ସଂସଦରେ ଆଜି ସ୍ୱତନ୍ତ୍ର ଆଲୋଚନା ହେବ । ଶୁଭାଂଶୁ ଶୁକ୍ଲାଙ୍କୁ ସମ୍ମାନିତ କରାଯିବ । ଅପରେସନ ସିନ୍ଦୂର ଆଲୋଚନା ପରି ଏହି ଆଲୋଚନାରେ ବିରୋଧୀ ଦଳ ଅଂଶଗ୍ରହଣ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଶାପ୍ରକାଶ କରିଛନ୍ତି ।

ସଂସଦ ବାରମ୍ବାର ମୁଲତବୀ : 

ଏସଆଇଆର୍ ଉପରେ ଆଲୋଚନା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ
ରାଜ୍ୟସଭା  ଓ ଲୋକସଭା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ
ବଙ୍ଗାଳୀ ଭାଷା ବିବାଦକୁ ନେଇ ସଂସଦ ବାହାରେ ଟିଏମସି ସାଂସଦଙ୍କ ବିକ୍ଷୋଭ
ଏସଆଇଆର୍ ବିରୋଧରେ ଇଣ୍ଡି ମେଣ୍ଟ ସାଂସଦଙ୍କ ବିକ୍ଷୋଭ
ସଂସଦରେ ଆଜି ଶୁଭାଂଶୁ ଶୁକ୍ଲାଙ୍କ ଉପରେ ଆଲୋଚନା ହେବ
ଶୁଭାଂଶୁ ଶୁକ୍ଲାଙ୍କୁ ସମ୍ମାନିତ କରାଯିବ
ବିରୋଧୀଙ୍କ ଅଂଶଗ୍ରହଣ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଶାବାଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe