କନକ ବ୍ୟୁରୋ : ଚେୟାର ମ୍ୟାନ ଶ୍ରୀଯୁକ୍ତ ଅଲେକଜେଣ୍ଡାର ଡିସୋଜା, ନିର୍ଦ୍ଦେଶିକା ଆନବେଲା ଡିସୋଜା, ଅଧ୍ୟକ୍ଷା ଜୟୋତି ଗୁରୁ୍ୱାରା ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମଟି  ଆଗେଇ ଥିଲା  କ୍ଷ ସଭା ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମୃଣାଳିନୀଙ୍କ ପ୍ରାର୍ଥନା ରୁ ଆରମ୍ଭ ହୋଇଥିଲା କ୍ଷ କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷୟିତ୍ରୀ ତନୁଶ୍ରୀ କରିଥିଲେ  । ଅଧ୍ୟକ୍ଷା ଶ୍ରୀମତୀ ଗୁରୁୱାରକ୍ଷ  ଅଭିଭାବକ ଓ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀମତୀ ମୌସୁମୀ ନିଜର ସ୍ପଷ୍ଟ ଓ ଉଚ୍ଚକୋଟୀର ଭାଷାର ମଧୁରତାରେ ଅଭିଭାବକ ମାନଙ୍କୁ  ଡ଼ିସୋଜା ବିଦ୍ୟାଳୟ ର ପଢ। ଶୈଳୀ, ପିଲାଙ୍କ ଦ୍ୱାରା କରାଯାଉଥିବା ସିସିଏ. ଆକ୍ଟିଭିଟି  ସମସ୍ତ ପର୍ବପର୍ବାଣୀ ର ଝଲକ  ପିପିଟି ଦ୍ୱାରା ଦେଖାଇଥିଲେ  । ଏଥିରେ ତାଙ୍କୁ ବିଦ୍ୟାଳୟ କାର୍ଯ୍ୟାଳୟ  ମୁଖ୍ୟ ତବରେଜ  ଆଲାମ ସାହାଯ୍ୟ କରିଥିଲେ । ଚେୟାରମ୍ୟାନ ଅଲେକଜେଣ୍ଡାର  ଡ଼ିସୋଜା ନିଜ ବହୁମୂଲ୍ୟ ସମୟ ଦେଇ ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେବା ସହ ଆମେ ପିଲାଙ୍କୁ କିପରି ଆଗକୁ ବଢେଇପାରିବ। ସେ ବିଷୟ ରେ ବୁଝାଇଥିଲେ । ଆଜିର କାର୍ଯ୍ୟକ୍ରମରର ମୁଖ୍ୟ ଅତିଥି ଏବଂ ଆକର୍ଷକ ଡ଼. ସୁରଜ ନାୟକ  ଥିଲେ କ୍ଷ ଯାହାଙ୍କ ପରିଚୟ ଶିକ୍ଷୟିତ୍ରୀ ମୋନାଲିଶା କରିଥିଲେ । ସେ ନିଜ ଉଚ୍ଚ କୋଟୀର ଭାଷଣ ରେ କିପରି ପିଲାଙ୍କ ମସ୍ତିଷ୍କ କୁ ଜାଣିପାରି ସେମାନଙ୍କୁ ପ୍ରଶ୍ନ ମାଧ୍ୟମ ରେ ମୋବ।ଇଲ ଠୁ ଦୂରେଇ ରଖିବା, ତା ସହ ପିଲାଙ୍କ ପାଠପଢା କୁ କିପରି ଅଧିକ ଉନ୍ନତ କରିପାରିବା ତା ବିଷୟରେ ସଂକ୍ଷେପରେ ବୁଝାଇଥିଲେ । ଶେଷରେ ବିଦ୍ୟାଳୟର ନିର୍ଦେଶକା ମହାଶୟା ଆନ।ବେଲ ଡ଼ିସୋଜା ବିଦ୍ୟାଳୟର ପିଟିଏମରେ  ଭାଗ ନେଇଥିବା ସମସ୍ତ ଅଭିଭାବକ ଓ କାର୍ଯ୍ୟକ୍ରମଟିକୁ ସୁରୁଖୁରୁ ଭାବରେ ସମ୍ପନ୍ନ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Advertisment