ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା; ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର

Advertisment

ଖୁବଶୀଘ୍ର ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏନେଇ ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏନେଇ ସୂଚନା ଦେଇଛନ୍ତି ।

pucca houses

କନକ ବ୍ୟୁରୋ : ଖୁବଶୀଘ୍ର ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏନେଇ ସୂଚନା ଦେଇଛନ୍ତି । ୬ ମାସ ମଧ୍ୟରେ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଘର ପାଇବାରୁ ବଞ୍ଚିତ ହିତାଧିକାରୀ ଏଥିରେ ଲାଭ ପାଇବେ । ସର୍ଭେ ପରେ ସମସ୍ତଙ୍କୁ ପକ୍କା ଘର ଦିଆଯିବ । ସର୍କୁଲାର ଜିଲ୍ଲାପାଳ ଓ ବିଡିଓଙ୍କ ପାଖରେ ପହଞ୍ଚିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe