ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ ; ପିଏମ୍ ଆବାସ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ପୋଲିସ

ଭିଜିଲାନ୍ସ ଜାଲରେ ରାଜବୋଡ଼ାସମ୍ବର ବ୍ଲକ ଜ୍ଞାନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁରା ଓରଫ ନୁପୁର ସେଠ୍ । ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ୧୦ହଜାର ଟଙ୍କା କରିଥିଲେ ଦାବି । ପାଞ୍ଚ ହଜାର ଟଙ୍କାର ନେଉଥିବା ବେଳେ ମାଡ଼ିବସିଲା ପୁଲିସ ।

ଭିଜିଲାନ୍ସ

ଭିଜିଲାନ୍ସ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ରାଜବୋଡ଼ାସମ୍ବର ବ୍ଲକ ଜ୍ଞାନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁରା ଓରଫ ନୁପୁର ସେଠ୍ । ଜ୍ଞାନ ପଞ୍ଚାୟତର ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ । ପାଞ୍ଚ ହଜାର ଟଙ୍କାର ନୁପୁରଙ୍କ ସ୍ବାମୀ ବେଦପ୍ରକାଶ ବିଶ୍ବାଳଙ୍କ ଜରିଆରେ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ କାବୁ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe