କନକ ବ୍ୟୁରୋ:ଭିଜିଲାନ୍ସ ଜାଲରେ ରାଜବୋଡ଼ାସମ୍ବର ବ୍ଲକ ଜ୍ଞାନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁରା ଓରଫ ନୁପୁର ସେଠ୍ । ଜ୍ଞାନ ପଞ୍ଚାୟତର ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ । ପାଞ୍ଚ ହଜାର ଟଙ୍କାର ନୁପୁରଙ୍କ ସ୍ବାମୀ ବେଦପ୍ରକାଶ ବିଶ୍ବାଳଙ୍କ ଜରିଆରେ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ କାବୁ କରିଛି।
ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ ; ପିଏମ୍ ଆବାସ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ପୋଲିସ
ଭିଜିଲାନ୍ସ ଜାଲରେ ରାଜବୋଡ଼ାସମ୍ବର ବ୍ଲକ ଜ୍ଞାନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁରା ଓରଫ ନୁପୁର ସେଠ୍ । ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ୧୦ହଜାର ଟଙ୍କା କରିଥିଲେ ଦାବି । ପାଞ୍ଚ ହଜାର ଟଙ୍କାର ନେଉଥିବା ବେଳେ ମାଡ଼ିବସିଲା ପୁଲିସ ।
/kanak/media/media_files/2025/03/26/o9BUGBa2vzUi72U2WUh9.jpg)