ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଓଡ଼ିଶା ପ୍ରଭାରୀଙ୍କୁ ପଞ୍ଚାନନଙ୍କ ଟାର୍ଗେଟ୍  । କହିଲେ, ସାଙ୍ଗଠନିକ ଦୁର୍ବଳତା ପରେ ଆଦର୍ଶ ଦୃଷ୍ଟିରୁ ପ୍ରଭାରୀ ଓଡିଶା ଦାୟିତ୍ବରୁ ଇସ୍ତଫା ଦେବା ଉଚିତ୍ କଥା

ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଓଡ଼ିଶାର କଂଗ୍ରେସ ପ୍ରଭାରୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ହରିୟାଣାରେ କଂଗ୍ରେସର ପରାଜୟ ପରେ ପ୍ରଭାରୀ ନିଜ ଇଚ୍ଛାରେ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି । 

1111ି

କନକ ବ୍ୟୁରୋ : ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଓଡ଼ିଶାର କଂଗ୍ରେସ ପ୍ରଭାରୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ହରିୟାଣାରେ କଂଗ୍ରେସର ପରାଜୟ ପରେ ପ୍ରଭାରୀ ନିଜ ଇଚ୍ଛାରେ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି । 

ଏପଟେ ଓଡ଼ିଶାରେ ମଧ୍ୟ କଂଗ୍ରେସ ପଛେଇ ଯାଇଛି । ଓଡ଼ିଶାରେ କଂଗ୍ରେସର ସାଙ୍ଗଠନିକ ଦୁର୍ବଳତା ପରେ ଆଦର୍ଶ ଦୃଷ୍ଟିରୁ ଆମ ପ୍ରଭାରୀ ନିର୍ବାଚନ ପରାଜୟ ପରେ ଓଡିଶା ଦାୟିତ୍ବରୁ ଇସ୍ତଫା ଦେଇ ଦେବା କଥା । ହେଲେ ତାଙ୍କର ବୋଧେ ସେ ଆଦର୍ଶ ନାହିଁ ବୋଲି ଅଜୟ କୁମାରଙ୍କୁ ସମାଲୋଚନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe