ଭାରତ ବିରୋଧୀ ବୟାନ ଦେଇ ହଟହଟା ପାକିସ୍ତାନୀ ସାମ୍ବାଦିକ: ବିଭ୍ରାନ୍ତିକର ପ୍ରଶ୍ନ ନ ପଚାରିବାକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ତାଗିଦ

ପାକିସ୍ତାନ ସାମ୍ବାଦିକଙ୍କୁ ସାବାଡ଼ କଲେ ଆମେରିକା ଅଧିକାରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ତାଗିଦ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ଥୋମାସ ପେଗାଁଟ ।

େମେ

Photograph: (KANAK NEWS)

କନକ ବ୍ୟୁରୋ: ପାକିସ୍ତାନ ସାମ୍ବାଦିକଙ୍କୁ ସାବାଡ଼ କଲେ ଆମେରିକା ଅଧିକାରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ତାଗିଦ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ଥୋମାସ ପେଗାଁଟ । ସାମ୍ବାଦିକ କହିଥିଲେ ଯେ ଭାରତ-ପାକିସ୍ତାନ ତିକ୍ତତା କମ ପାଇଁ ବସୁଥିବା ବୈଠକରେ ବାଧା ଦେଉଛନ୍ତି ମୋଦୀ । ଶାନ୍ତି ବୁଝାମଣାକୁ ସ୍ବୀକାର କରୁନି ଭାରତ । ଆମେରିକାର ଆଲୋଚନା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରୁନି ।ଏହାକୁ ଶୁଣିବା ପରେ ଅସନ୍ତୋଷ ଜାହିର କରି ତାଗିଦ କରିଥିଲେ ଆମେରିକା ଅଧିକାରୀ  । ଏଥିସହ କହିଥିଲେ ଆମେରିକାର ଧ୍ୟାନ କେବଳ ଯୁଦ୍ଧବିରାମ ଉପରେ ଥିଲା ଓ ଏହା ସଫଳ ହୋଇଛି । କୌଣସି ପ୍ରକାର ଆପତ୍ତଜନକ ଟିପ୍ପଣୀ ଆମେରିକା ଗ୍ରହଣ କରିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe