କନକ ବ୍ୟୁରୋ: ପାକିସ୍ତାନ ସାମ୍ବାଦିକଙ୍କୁ ସାବାଡ଼ କଲେ ଆମେରିକା ଅଧିକାରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ତାଗିଦ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ଥୋମାସ ପେଗାଁଟ । ସାମ୍ବାଦିକ କହିଥିଲେ ଯେ ଭାରତ-ପାକିସ୍ତାନ ତିକ୍ତତା କମ ପାଇଁ ବସୁଥିବା ବୈଠକରେ ବାଧା ଦେଉଛନ୍ତି ମୋଦୀ । ଶାନ୍ତି ବୁଝାମଣାକୁ ସ୍ବୀକାର କରୁନି ଭାରତ । ଆମେରିକାର ଆଲୋଚନା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରୁନି ।ଏହାକୁ ଶୁଣିବା ପରେ ଅସନ୍ତୋଷ ଜାହିର କରି ତାଗିଦ କରିଥିଲେ ଆମେରିକା ଅଧିକାରୀ । ଏଥିସହ କହିଥିଲେ ଆମେରିକାର ଧ୍ୟାନ କେବଳ ଯୁଦ୍ଧବିରାମ ଉପରେ ଥିଲା ଓ ଏହା ସଫଳ ହୋଇଛି । କୌଣସି ପ୍ରକାର ଆପତ୍ତଜନକ ଟିପ୍ପଣୀ ଆମେରିକା ଗ୍ରହଣ କରିବନି ।
ଭାରତ ବିରୋଧୀ ବୟାନ ଦେଇ ହଟହଟା ପାକିସ୍ତାନୀ ସାମ୍ବାଦିକ: ବିଭ୍ରାନ୍ତିକର ପ୍ରଶ୍ନ ନ ପଚାରିବାକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ତାଗିଦ
ପାକିସ୍ତାନ ସାମ୍ବାଦିକଙ୍କୁ ସାବାଡ଼ କଲେ ଆମେରିକା ଅଧିକାରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ତାଗିଦ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ଥୋମାସ ପେଗାଁଟ ।
/kanak/media/media_files/2025/05/14/7w6swm43XeaPBlm1g20P.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)