ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ; ଏବେବି ଏଲ୍‌ଓସିରେ କରୁଛି ଗୁଳି ବର୍ଷା

ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି କଡ଼ା ଜବାବ୍‌ । ତଥାପି ସୁଧୁରୁନି ପାକ୍, ଏବେବି ଏଲ୍‌ଓସିରେ କରିଚାଲିଛି ଗୁଳି ବର୍ଷା । ଉରି,ବାରମୂଲା,ରଜୋରୀ ଏବଂ ପୁଞ୍ଚ ସେକ୍ଟରରେ କରୁଛି ଲଗାତାର ଗୁଳିମାଡ଼ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍‌ ।

19ାପୂଲ

Photograph: (kanakNews)

କନକ ବ୍ୟୁରୋ : ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି କଡ଼ା ଜବାବ୍‌ । ତଥାପି ସୁଧୁରୁନି ପାକ୍, ଏବେବି ଏଲ୍‌ଓସିରେ କରିଚାଲିଛି ଗୁଳି ବର୍ଷା । ଉରି,ବାରମୂଲା,ରଜୋରୀ ଏବଂ ପୁଞ୍ଚ ସେକ୍ଟରରେ କରୁଛି ଲଗାତାର ଗୁଳିମାଡ଼ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍‌ । ଗୁଳିମାଡ଼ରେ ଭାଙ୍ଗିଲା ସାଧାରଣ ନିରୀହ ଲୋକଙ୍କ ଘର ଦ୍ୱାର । ସାରାରାତି ଗୁଳି ଫୁଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ବୟାନ ।   

ଭାରତର ତିନି ସେନା ଆକ୍ସନ ମୋଡ଼ରେ, ଗତ କାଲି ପାକ୍‌ ପଠାଇଥିବା ଚାଇନା ମାଲ୍‌କୁ ଧୂଳି ଚଟାଇଛି ଭାତରର ଏସ୍‌-୪୦୦ ।  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତ ମଧ୍ୟ ଗତ କାଲି ଆରବ ସାଗରରେ ଗର୍ଜି ଥିଲା । ଅନେକ ଡ୍ରୋନ୍‌କୁ ଧ୍ୱଂସ କରିଥିଲା ଭାରତ ତଥାପି ସୁଧୁରୁନି ପାକ୍‌,ଜାରି ରଖିଛି ଗୁଳି ମାଡ଼ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe