ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍‌ ; ତିନି ସେନା ମୁଖ୍ୟଙ୍କ ସହ ମୋଦୀଙ୍କ ବୈଠକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେନା ଅଧିକାରୀ । ମୋଦୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା ଜାରି । 

30sdv

Photograph: (kanakNews)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେନା ଅଧିକାରୀ । ମୋଦୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା ଜାରି । 

ଅନ୍ୟପଟେ ଉରିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ । ଭାରତ-ପାକ୍‌ ଉତ୍ତେଜନା ଭିତରେ ପୁଣି ଗୁଳି ବର୍ଷା କରୁଛି ପାକ୍ । ସନ୍ଧ୍ୟା ହେଲେ ସକ୍ରିୟ ହେଉଛି ସୈତାନ ପାକିସ୍ତାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe