କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେନା ଅଧିକାରୀ । ମୋଦୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା ଜାରି ।
ଅନ୍ୟପଟେ ଉରିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ । ଭାରତ-ପାକ୍ ଉତ୍ତେଜନା ଭିତରେ ପୁଣି ଗୁଳି ବର୍ଷା କରୁଛି ପାକ୍ । ସନ୍ଧ୍ୟା ହେଲେ ସକ୍ରିୟ ହେଉଛି ସୈତାନ ପାକିସ୍ତାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/09/FFEV8gXRdBs0Va9wADW4.jpg)