ତାଲିବାନ ଶୀର୍ଷ ନେତୃତ୍ୱକୁ ପାକିସ୍ତାନର ଟାର୍ଗେଟ: ଆଖୁନ୍ଦଜାଦାଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର!

Advertisment

ପାକିସ୍ତାନ ଏବେ ତାଲିବାନର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରିବାକୁ ଯୋଜନା କରୁଛି । ପାକିସ୍ତାନ ସମ୍ପ୍ରତି ଆଫଗାନିସ୍ତାନ ଭିତରେ କାବୁଲ ଓ କାନ୍ଦାହାର ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ ଆରମ୍ଭ କରିଛି ।

ପାକିସ୍ତାନ ଏବେ ତାଲିବାନର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରିବାକୁ ଯୋଜନା କରୁଛି । ପାକିସ୍ତାନ ସମ୍ପ୍ରତି ଆଫଗାନିସ୍ତାନ ଭିତରେ କାବୁଲ ଓ କାନ୍ଦାହାର ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ ଆରମ୍ଭ କରିଛି ।

Akhundzada uncovered!

Akhundzada uncovered! Photograph: (KANAK NEWS)

କନକ ବ୍ୟୁରୋ : ଆଫଗାନିସ୍ତାନ ସହିତ ବାରମ୍ବାର ସୀମା ସଂଘର୍ଷ ପରେ, ପାକିସ୍ତାନ ଏବେ ତାଲିବାନର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରିବାକୁ ଯୋଜନା କରୁଛି । ପାକିସ୍ତାନ ସମ୍ପ୍ରତି ଆଫଗାନିସ୍ତାନ ଭିତରେ କାବୁଲ ଓ କାନ୍ଦାହାର ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ ଆରମ୍ଭ କରିଛି ।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନୀ ସେନା ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦା ସମେତ ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରିବାକୁ ଯୋଜନା କରୁଛି। ସୂତ୍ର ଅନୁଯାୟୀ, ଗୁଇନ୍ଦା ବିଭାଗର ଠୋସ୍ ସୂଚନାକୁ ଅପେକ୍ଷା କରିଛି ପାକିସ୍ତାନ। ଠୋସ୍ ଖବର ମିଳିବା ମାତ୍ରେ ପାକିସ୍ତାନ ଆଫଗାନ ତାଲିବାନର ଶୀର୍ଷ ନେତାମାନଙ୍କୁ ହତ୍ୟା କରିବାକୁ ସଂକୋଚ କରିବ ନାହିଁ ବୋଲି ସୂଚନାରୁ ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe