ଅକଳରେ ପାକିସ୍ତାନ ,ଖସୁଛି ସେୟାର ବଜାର : ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍

Advertisment

ନାକରେ କାନ୍ଦିଲାଣି ପାକିସ୍ତାନ ।  ଶୋଷରେ ମରିବ, ଖାଦ୍ୟ ପାଇଁ ଆଉଟୁପାଉଟୁ ହେବ  ।  ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ଆଶଙ୍କା ଭିତରେ ଭାଙ୍ଗୁଛି ପାକର ଆର୍ଥିକ ମେରୁଦଣ୍ଡ

Updated On

ନାକରେ କାନ୍ଦିଲାଣି ପାକିସ୍ତାନ ।  ଶୋଷରେ ମରିବ, ଖାଦ୍ୟ ପାଇଁ ଆଉଟୁପାଉଟୁ ହେବ  ।  ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ଆଶଙ୍କା ଭିତରେ ଭାଙ୍ଗୁଛି ପାକର ଆର୍ଥିକ ମେରୁଦଣ୍ଡ

ଅଦ୍ୟତନ ହୋଇଛି
naka

Photograph: (kanaknews)

କନକବ୍ୟୁରୋ : ନାକରେ କାନ୍ଦିଲାଣି ପାକିସ୍ତାନ ।  ଶୋଷରେ ମରିବ, ଖାଦ୍ୟ ପାଇଁ ଆଉଟୁପାଉଟୁ ହେବ  ।  ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ଆଶଙ୍କା ଭିତରେ ଭାଙ୍ଗୁଛି ପାକର ଆର୍ଥିକ ମେରୁଦଣ୍ଡ  ।  ଦେଶରେ ହଠାତ ଦରଦାମ ଆକାଶଛୁଆଁ ହୋଇଛି  ।   ଚିକେନ କେଜି ୮ଶହକୁ ଚାଉଳ କେଜି ହେଲାଣି ୪ଶହ ।  ଦୁଗ୍ଧ ଲିଟର ୩ଶହ କୁ ବ୍ରେଡ ଗୋଟିଏ ପ୍ୟାକେଟରେ ଦାମ ୧୭୦ ଟଙ୍କା ।  ୧୨ଟି ଅଣ୍ଡାର ଦାମ ୩୩୫ ଟଙ୍କା । ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ପ୍ରତିଜ୍ଞା କରିଛି ଭାରତ  । ଏହା ଭିତରେ ୩ହଜାର ୮ଶହ କୋଟି ଟଙ୍କାର ବାଣିଜ୍ୟିକ କାରବାର ଠପ ହେଲାଣି  । ଯାହାର ସିଧା ପ୍ରଭାବ ପାକିସ୍ତାନ ବଜାରରେ ଦେଖିବାକୁ ମିଳିଛି । ଖାଦ୍ୟପେୟ, ଔଷଧ ସହ ଅତ୍ୟାବଶୀକ ସାମଗ୍ରୀ ଚଢ଼ା ଦର ହେବା ପରେ ମୁଣ୍ଡରେ ହାତ ଦେଇଛି ପାକିସ୍ତାନ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe