ଲୁଚିଛପି ଆକ୍ରମଣ କରୁଛି ପାକିସ୍ତାନ । ଜମ୍ମୁ ବିମାନବନ୍ଦର ଉପରେ ଡ୍ରୋନ ଆକ୍ରମଣ, କଡା ଜବାବ ଦେଲା ହିନ୍ଦୁସ୍ତାନ

ଏହି କ୍ରମରେ ରାତି ୮ଟାରେ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍ କରିଦିଆଯାଇଛି ।

SFADFSDDF

କନକ ବ୍ୟୁରୋ : ଏତେ ପରେ ବି ପୁଣି ପାକିସ୍ତାନ ନିଜର ଦୋଷ ସ୍ୱୀକାର ନକରି ଭାରତ ଉପରେ ଆକ୍ରମଣ କରିବାକୁ ଆଗେଇ ଆସୁଛି । ଲୁଚିଛପି ଭାରତ ଉପରେ ଆକ୍ରମଣ କରୁଛି । ଏହି କ୍ରମରେ ରାତି ୮ଟାରେ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍ କରିଦିଆଯାଇଛି । ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି ଭାରତୀୟ ସେନା । କେବଳ ସତର୍କ କରାଇନାହିଁ ଜମ୍ମୁ ଆକାଶରେ ଉଡୁଥିବା ସମସ୍ତ ଡ୍ରୋନକୁ ଭାରତୀୟ ସେନା ମାଡ ମାରି ଖସାଇ ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe