ଗତକାଲି ରାତିରେ ପାକିସ୍ତାନ କରିଥିଲା ଆକ୍ରମଣ ପ୍ରୟାସ ; ପାକ୍‌ ଟାର୍ଗେଟକୁ ପଣ୍ଡ କଲା ଭାରତୀୟ ସେନାର ପରାକ୍ରମ

Advertisment

ଅପରେସନ୍‌ ସିନ୍ଦୂର ପରେ ବିଳିବିଳାଉଛି ପାକ୍‌, ଭାରତ ଉପରେ ପାକ୍‌ର ଆକ୍ରମଣ ପ୍ରୟାସ । ରାତିରେ ପାକ୍‌ ପକ୍ଷରୁ ହୋଇଥିଲା ଆକ୍ରମଣ ପ୍ରୟାସ, ପାକ୍‌ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତର ୧୫ଟି ସହର ଉପରେ ପାକ୍‌ କରିଥିଲା ଆକ୍ରମଣ ଉଦ୍ୟମ ।

ଅପରେସନ୍‌ ସିନ୍ଦୂର ପରେ ବିଳିବିଳାଉଛି ପାକ୍‌, ଭାରତ ଉପରେ ପାକ୍‌ର ଆକ୍ରମଣ ପ୍ରୟାସ । ରାତିରେ ପାକ୍‌ ପକ୍ଷରୁ ହୋଇଥିଲା ଆକ୍ରମଣ ପ୍ରୟାସ, ପାକ୍‌ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତର ୧୫ଟି ସହର ଉପରେ ପାକ୍‌ କରିଥିଲା ଆକ୍ରମଣ ଉଦ୍ୟମ ।

13asf

Photograph: (kanakNews)

କନକ ବ୍ୟୁରୋ: ଅପରେସନ୍‌ ସିନ୍ଦୂର ପରେ ବିଳିବିଳାଉଛି ପାକ୍‌, ଭାରତ ଉପରେ ପାକ୍‌ର ଆକ୍ରମଣ ପ୍ରୟାସ । ରାତିରେ ପାକ୍‌ ପକ୍ଷରୁ ହୋଇଥିଲା ଆକ୍ରମଣ ପ୍ରୟାସ, ପାକ୍‌ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତର ୧୫ଟି ସହର ଉପରେ ପାକ୍‌ କରିଥିଲା ଆକ୍ରମଣ ଉଦ୍ୟମ । ଅବନ୍ତିପୋରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମୃତସର, ଅବନ୍ତିପୁରାରେ ଆକ୍ରମଣର ପ୍ରୟାସ କରିଥିଲା ପାକିସ୍ତାନ । ସେହିପରି ଜଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, କପୁରଥଲା, ଚଣ୍ଡିଗଡ, ନଲ୍‌, ଫଲୋଦି, ଉତ୍ତରଲାଇ, ଭୁଜ୍‌କୁ ମଧ୍ୟ ରଖିଥିଲା ଟାର୍ଗେଟ୍‌ରେ । ଡ୍ରୋନ୍‌ ମିସାଇଲ୍‌ ଖସାଇଲା ଭାରତ । ଭାରତ ବ୍ୟବହାର କଲା ସୁଦର୍ଶନ ଚକ୍ର । 

-ବଡ଼ ଅପଡ଼େଟ୍‌

ରାତିରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ

ପାକିସ୍ତାନର ଟାର୍ଗେଟରେ ଥିଲା ଭାରତର ୧୫ଟି ସେନା କ୍ୟାମ୍ପ୍‌

ପାକିସ୍ତାନୀ ଡ୍ରୋନ୍ ଏବଂ ମିସାଇଲ୍‌କୁ ପଣ୍ଡ କଲା ଭାରତୀୟ ସେନା

ପ୍ରଥମ ଥର ପାଇଁ ଭାରତ ବ୍ୟବହାର କଲା S-400 

ଅବନ୍ତିପୋରା ଏବଂ ଶ୍ରୀନଗରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକ୍‌

କପୁରଥଲା ଏବଂ ଜଳନ୍ଧରରେ ମଧ୍ୟ ଆକ୍ରମଣ ପ୍ରୟାସ ହୋଇଛି ବିଫଳ 

ଶ୍ରୀନଗର, ଜମ୍ମୁ ଏବଂ ପଠାନକୋଟ ମଧ୍ୟ ପାକିସ୍ତାନର ଟାର୍ଗେଟରେ ଥିଲା 

ଲାହୋରରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଛି ଭାରତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe