କନକ ବ୍ୟୁରୋ : ପାକିସ୍ତାନୀ ସେନା ତରଫରୁ ଜମ୍ମୁରେ ଜୋରଦାର ଆକ୍ରମଣ କରାଯାଇଛି । ପାକ୍ ସେନା ଜମ୍ମୁ ବିମାନବନ୍ଦରକୁ ମିସାଇଲ ଓ ଡ୍ରୋନ ସହାୟତାରେ ଆକ୍ରମଣ କରିଛି । କେବଳ ଜମ୍ମୁ ବିମାନବନ୍ଦର ନୁହେଁ ଏହାସହ ପଠାନକୋଟ୍ ଏୟାରବେସ ଉପରେ ମଧ୍ୟ ଆକ୍ରମଣ କରିଛି । ଏହାକୁ ନଜରରେ ରଖି ଭାରତୀୟ ସେନା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ କୁ ଆକ୍ଟିଭ କରିଛି । ଏହି ମିସାଇଲ ୮ ଟି ମିସାଇଲ ଓ କିଛି ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି । ସେପଟେ ରାଜସ୍ଥାନ ସୀମାର ସମସ୍ତ ଜିଲ୍ଲାକୁ ବ୍ଲାକଆଉଟ୍ କରାଯାଇଛି । ସକାଳ ୪ଟା ପର୍ଯ୍ୟନ୍ତ ବିଜୁଳି ସେବା ବନ୍ଦ ରହିବ । ଜୈସଲମେର ସୀମାରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ଲଗାଇ ରାସ୍ତା ବନ୍ଦ କରାଯାଇଛି ।
ପାକିସ୍ତାନ ସେନା ଟାର୍ଗେଟରେ ଜମ୍ମୁ ବିମାନବନ୍ଦର । ଡ୍ରୋନ ସହାୟତାରେ କଲା ରେକଟ୍ ମାଡ଼, ଜବାବ ଦେଲା ଭାରତୀୟ ସେନା
କେବଳ ଜମ୍ମୁ ବିମାନବନ୍ଦର ନୁହେଁ ଏହାସହ ପଠାନକୋଟ୍ ଏୟାରବେସ ଉପରେ ମଧ୍ୟ ଆକ୍ରମଣ କରିଛି । ଏହାକୁ ନଜରରେ ରଖି ଭାରତୀୟ ସେନା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ କୁ ଆକ୍ଟିଭ କରିଛି । ଏହି ମିସାଇଲ ୮ ଟି ମିସାଇଲ ଓ କିଛି ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି । ସେପଟେ ରାଜସ୍ଥାନ ସୀମାର ସମସ୍ତ ଜିଲ୍ଲାକୁ ବ୍ଲାକଆଉଟ୍ କରାଯାଇଛି ।
/kanak/media/media_files/2025/05/08/AvtQbe1snMTK8m9XXl3s.jpg)