ଭାରତୀୟ ସୀମାକୁ ଟାର୍ଗେଟ କରି ପାକିସ୍ତାନର ପୁଣି ଗୁଳିବର୍ଷା : ଜବାବ ଦେଉଛି ଭାରତୀୟ ସେନା

ପୁଣି ଥରେ ପାକିସ୍ତାନ ସୀମାରେ ଫାୟାରିଂ ଆରମ୍ଭ କରିଛି । ପାକିସ୍ତାନ ପଟୁ ଲଗାତାର ୫ଦିନ ହେବ ଛୋଟ ବଡ଼ ଗୁଳିମାଡ଼ କରୁଛି  

attack 65

Photograph: (kanak news)

କନକବ୍ୟୁରୋ : ପୁଣି ଥରେ ପାକିସ୍ତାନ ସୀମାରେ ଫାୟାରିଂ ଆରମ୍ଭ କରିଛି । ପାକିସ୍ତାନ ପଟୁ ଲଗାତାର ୫ଦିନ ହେବ ଛୋଟ ବଡ଼ ଗୁଳିମାଡ଼ କରୁଛି  ।  ଡରୁଛି ପାକିସ୍ତାନ , ଛାନିଆ ସେନା କିଛି ତ କରିପାରିବେନି ଖାଲି ଗୁଳିମାଡ଼ କରି ମନ ବୁଝାଉଛି  ।  ପାକ୍‌ ସେନା ଜାଣିଛି , ଆଜି ନ ହେଲେ କାଲି ଭାରତ ତା ଉପରେ ଆକ୍ସନ ନେବ  ।  ସେଥିପାଇଁ ଛାନିଆ ପାକ୍‌ ସେନା  । ବଙ୍କରରେ ରହୁଛନ୍ତି ପାକ୍‌ ସେନା  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe