କନକବ୍ୟୁରୋ : ପୁଣି ଥରେ ପାକିସ୍ତାନ ସୀମାରେ ଫାୟାରିଂ ଆରମ୍ଭ କରିଛି । ପାକିସ୍ତାନ ପଟୁ ଲଗାତାର ୫ଦିନ ହେବ ଛୋଟ ବଡ଼ ଗୁଳିମାଡ଼ କରୁଛି । ଡରୁଛି ପାକିସ୍ତାନ , ଛାନିଆ ସେନା କିଛି ତ କରିପାରିବେନି ଖାଲି ଗୁଳିମାଡ଼ କରି ମନ ବୁଝାଉଛି । ପାକ୍ ସେନା ଜାଣିଛି , ଆଜି ନ ହେଲେ କାଲି ଭାରତ ତା ଉପରେ ଆକ୍ସନ ନେବ । ସେଥିପାଇଁ ଛାନିଆ ପାକ୍ ସେନା । ବଙ୍କରରେ ରହୁଛନ୍ତି ପାକ୍ ସେନା ।
ଭାରତୀୟ ସୀମାକୁ ଟାର୍ଗେଟ କରି ପାକିସ୍ତାନର ପୁଣି ଗୁଳିବର୍ଷା : ଜବାବ ଦେଉଛି ଭାରତୀୟ ସେନା
ପୁଣି ଥରେ ପାକିସ୍ତାନ ସୀମାରେ ଫାୟାରିଂ ଆରମ୍ଭ କରିଛି । ପାକିସ୍ତାନ ପଟୁ ଲଗାତାର ୫ଦିନ ହେବ ଛୋଟ ବଡ଼ ଗୁଳିମାଡ଼ କରୁଛି
/kanak/media/media_files/2025/04/28/ph5UQN3j035yPuCJm7l7.jpg)