Advertisment
ନ୍ୟୁଜ୍

ଝୁଲିଝୁଲି ଆସି ରଥାରୂଢ଼ ହେଲା କାଳିଆ ସୁନା, ରଥରୁ ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି...

ବଡ଼ ଠାକୁର ଏବଂ ମା’ ସୁଭଦ୍ରାଙ୍କ ପରେ ପହଣ୍ଡିରେ ଆସିଲେ କାଳିଆ ଠାକୁର । ମହାପ୍ରଭୁ ଜଗନ୍ନାଥଙ୍କର ଏହି ଝଲକ ଟିକେ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥିଲେ ଭକ୍ତମାନେ ।

 ଝୁଲିଝୁଲି ଆସି ରଥାରୂଢ଼ ହେଲା କାଳିଆ ସୁନା, ରଥରୁ ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି...
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ