ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବ ଶ୍ରୀଜିଉ । ମାମୁଁ ଘର ଆସିଛି ଖଣ୍ଡୁଆ ବସ୍ତ୍ର ସାଙ୍ଗକୁ ଫଳମୂଳ ।

ନିଆଳି ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିରରେ ପହଁଚିଲା ପଢୁଆଁ ଭାର । ମାମୁଁ ଘର ଆସିଛି ଖଣ୍ଡୁଆ ବସ୍ତ୍ର ସାଙ୍ଗକୁ ଫଳମୂଳ । ନିଆଳି ମାଧବ ମନ୍ଦିର ମହାପ୍ରଭୁଙ୍କ ମାମୁଘର ଘର ହୋଇଥିବା ବେଳେ ପ୍ରତିବର୍ଷ ଏଠାରୁ ଶ୍ରୀମନ୍ଦିରକୁ ଆସିଥାଏ ପଢୁଆଁ ଭାର । 

41++d

କନକ ବ୍ୟୁରୋ: ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବ ଶ୍ରୀଜିଉ । ମାମୁଁ ଘର ନିଆଳି ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିରରେ ପହଁଚିଲା ପଢୁଆଁ ଭାର । ଏକ ଭବ୍ୟ ପଟୁଆରେ ପଢୁଆଁ ଭାର ଆସି ଶ୍ରୀମନ୍ଦିରରେ ପହଁଚିଛି । ଏହି ଭାରରେ ଶ୍ରୀଜିଉ ମାନଙ୍କ ପାଇଁ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର ସହ ଅରୁଆ ଚାଉଳ, ବିରି , ନଡିଆ, ଗୁଡ଼, ପାଚିଲା କଦଳୀ ଇତ୍ୟାଦି ରହିଛି । ଜନଶୃତି ଅନୁଯାୟୀ ନିଆଳି ମାଧବ ମନ୍ଦିର ମହାପ୍ରଭୁଙ୍କ ମାମୁଘର ଘର ହୋଇଥିବା ବେଳେ ପ୍ରତିବର୍ଷ ଏଠାରୁ ଶ୍ରୀମନ୍ଦିରକୁ ଆସିଥାଏ ପଢୁଆଁ ଭାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe