କନକ ବ୍ୟୁରୋ: ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବ ଶ୍ରୀଜିଉ । ମାମୁଁ ଘର ନିଆଳି ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିରରେ ପହଁଚିଲା ପଢୁଆଁ ଭାର । ଏକ ଭବ୍ୟ ପଟୁଆରେ ପଢୁଆଁ ଭାର ଆସି ଶ୍ରୀମନ୍ଦିରରେ ପହଁଚିଛି । ଏହି ଭାରରେ ଶ୍ରୀଜିଉ ମାନଙ୍କ ପାଇଁ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର ସହ ଅରୁଆ ଚାଉଳ, ବିରି , ନଡିଆ, ଗୁଡ଼, ପାଚିଲା କଦଳୀ ଇତ୍ୟାଦି ରହିଛି । ଜନଶୃତି ଅନୁଯାୟୀ ନିଆଳି ମାଧବ ମନ୍ଦିର ମହାପ୍ରଭୁଙ୍କ ମାମୁଘର ଘର ହୋଇଥିବା ବେଳେ ପ୍ରତିବର୍ଷ ଏଠାରୁ ଶ୍ରୀମନ୍ଦିରକୁ ଆସିଥାଏ ପଢୁଆଁ ଭାର ।
ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବ ଶ୍ରୀଜିଉ । ମାମୁଁ ଘର ଆସିଛି ଖଣ୍ଡୁଆ ବସ୍ତ୍ର ସାଙ୍ଗକୁ ଫଳମୂଳ ।
ନିଆଳି ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିରରେ ପହଁଚିଲା ପଢୁଆଁ ଭାର । ମାମୁଁ ଘର ଆସିଛି ଖଣ୍ଡୁଆ ବସ୍ତ୍ର ସାଙ୍ଗକୁ ଫଳମୂଳ । ନିଆଳି ମାଧବ ମନ୍ଦିର ମହାପ୍ରଭୁଙ୍କ ମାମୁଘର ଘର ହୋଇଥିବା ବେଳେ ପ୍ରତିବର୍ଷ ଏଠାରୁ ଶ୍ରୀମନ୍ଦିରକୁ ଆସିଥାଏ ପଢୁଆଁ ଭାର ।
/kanak/media/media_files/2024/11/22/ktkw6lRriwv2wlpIphBH.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)