କନକ ବ୍ୟୁରୋ: କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ଧାନ । ରାଜ୍ୟ କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ । ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲା ଯିବ । ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ । ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ ।
କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ଧାନ: ରାଜ୍ୟ କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ
କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ଧାନ । ରାଜ୍ୟ କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ । ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲା ଯିବ ।
/kanak/media/media_files/2024/10/23/sMEEVKOkJTskxQstW4um.jpg)