ପାଗଳ ଷଣ୍ଢର ଆତଙ୍କ; ଯୁଆଡ଼େ ଯାହାକୁ ଦେଖିଲା ଗୋଡେଇ ଗୋଡେଇ ମାରୁଛି

Advertisment

ପାଗଳ ଷଣ୍ଢ ଆକ୍ରମଣରେ ଜଣେ ମୃତ । ଗାଁ ରାସ୍ତାରେ, ବିଲ ବାଡ଼ିରେ ଯୁଆଡ଼େ ଯାହାକୁ ଦେଖିଲା ଗୋଡେଇ ଗୋଡେଇ ମାରୁଛି ଷଣ୍ଢ ।

ପାଗଳ ଷଣ୍ଢ ଆକ୍ରମଣରେ ଜଣେ ମୃତ । ଗାଁ ରାସ୍ତାରେ, ବିଲ ବାଡ଼ିରେ ଯୁଆଡ଼େ ଯାହାକୁ ଦେଖିଲା ଗୋଡେଇ ଗୋଡେଇ ମାରୁଛି ଷଣ୍ଢ ।

Ox Fear

Photograph: (kanak news)

କନକ ବ୍ୟୁରୋ : ପୁରୀ ପିପିଲି ଚନ୍ଦ୍ରାଦେଇପୁର ଗାଁରେ ପାଗଳ ଷଣ୍ଢର ଆତଙ୍କ । ପାଗଳ ଷଣ୍ଢ ଆକ୍ରମଣରେ ଜଣେ ମୃତ । ଗାଁ ରାସ୍ତାରେ, ବିଲ ବାଡ଼ିରେ ଯୁଆଡ଼େ ଯାହାକୁ ଦେଖିଲା ଗୋଡେଇ ଗୋଡେଇ ମାରୁଛି ଷଣ୍ଢ । ଏହାରି ଭିତରେ ଗାଁ ଭିତରେ ଜଣକୁ ମାରିସାରିଥିବା ବେଳେ ୩ ରୁ ଅଧିକ ଲୋକ ଆହତ । ଷଣ୍ଢକୁ କାବୁ କରିବାକୁ ନାକେଦମ ହେଲାଣି ପିପିଲି ଅଗ୍ନିଶମ ବିଭାଗ । ବଡ଼ ବଡ଼ ରସି ଧରି ଅଗ୍ନିଶମ ବିଭାଗ ଷଣ୍ଢକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି । ତେବେ ପାଗଳ ମାରାଣ ଷଣ୍ଢ ଭୟରେ ଘର ବାହାରକୁ ଲୋକେ ବାହାରୁନଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe