କନକ ବ୍ୟୁରୋ: ଦିନକୁ ଦିନ ବଢ଼ୁଛି କିଡ୍ନି ଷ୍ଟୋନ୍ ରୋଗୀଙ୍କ ସଂଖ୍ୟା । ପ୍ରତି ୧୦୦ ଜଣରେ ୩୦ ଜଣ ଠାରେ କିଡ୍ନି ଷ୍ଟୋନ୍ ଲକ୍ଷଣ ଦେଖାଯାଉଛି । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ କିଡ୍ନି ଷ୍ଟୋନ୍ ସମସ୍ୟା ଅଧିକ । କିଡ୍ନିରେ ପଥୁରି ହେବାର କାରଣ ହେଉଛି ତେଲ ମସଲା, ଛଣାଛଣି ଖାଦ୍ୟ ଓ କମ୍ ପାଣି ପିଇବା । ଏହାଦ୍ୱାରା କିଡ୍ନିରେ ଷ୍ଟୋନ ହୋଇଥାଏ । ଅଧିକରୁ ଅଧିକ ପାଣି ପିଇବା ସହ ବିଭିନ୍ନ କିସମର ଫଳ ଖାଇବା ଓ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ଏହାକୁ ଦୂରେଇ ପାରିବା । ଏନେଇ ବିଶେଷଜ୍ଞଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଆଲୋକ ସାହୁ ।
କିଡ୍ନି ଷ୍ଟୋନ୍
- ଦିନକୁ ଦିନ ବଢ଼ୁଛି କିଡ୍ନି ଷ୍ଟୋନ୍ ରୋଗୀଙ୍କ ସଂଖ୍ୟା
- ପ୍ରତି ୧୦୦ ଜଣରେ ୩୦ ଜଣ କିଡ୍ନି ଷ୍ଟୋନ୍ରେ ଆକ୍ରାନ୍ତ
- ମହିଳାମାନେ ଏଥିରେ ଅଧିକ ଆକ୍ରାନ୍ତ
- ତେଲ ମସଲା, ଛଣାଛଣି ଖାଦ୍ୟ କାରଣ
- କମ୍ ପାଣି ପିଇବା ପ୍ରମୁଖ କାରଣ
- ଜୀବନଶୈଳୀରେ ପରିବର୍ତ୍ତନ
- ଅଧିକ ପନିପରିବା ଓ ସନ୍ତୁଳିତ ଆହାର
- ବିଭିନ୍ନ ପ୍ରକାର ଫଳମୂଳ ଖାଇବା
- ଏହି ରୋଗକୁ ଦୂରେଇ ପାରିବା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/31/33-2025-08-31-19-25-23.jpg)