ବ୍ରହ୍ମପୁରରେ ଗଡ଼ିଲାନି ଆମ ବସ୍ : ୬ଦଫା ଦାବିରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁରରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ।  ଗଡ଼ିଲାନି ଆମ ବସ୍ ।  ୬ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆମ ବସ୍ କର୍ମଚାରୀ ।

28

Photograph: (kanaknews)

କନକବ୍ୟୁରୋ :  ବ୍ରହ୍ମପୁରରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ।  ଗଡ଼ିଲାନି ଆମ ବସ୍ ।  ୬ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆମ ବସ୍ କର୍ମଚାରୀ ।   ଫଳରେ ଆଜି ବ୍ରହ୍ମପୁରରେ ଆମ ବସ୍ ସେବା ବନ୍ଦ ରହିଛି ।   ଦରମା ବୃଦ୍ଧି, ୮ଘଣ୍ଟା ଡ୍ୟୁଟି ଓ ମାସକୁ ୪ଦିନ ଛୁଟି ଦାବିରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି କର୍ମଚାରୀ ।  ଗତ ୬ମାସ ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ  ଆମ ବସ୍ କର୍ମଚାରୀ ଆନ୍ଦୋଳନ କରି ନିଜର ଦାବି ଜଣାଇଥିଲେ।  କିନ୍ତୁ ଏହାର ସମାଧାନ ହୋଇନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି କର୍ମଚାରୀ ।  ଆଜି ବ୍ରହ୍ମପୁର ସହରରେ ମୋ ବସ୍ ଚଳାଚଳ ଠପ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe