କନକ ବ୍ୟୁରୋ: ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି । ଏବଂ ଜିନତ ଦକ୍ଷିଣ ଓଡିଶାରେ ରଖାଯାଇଛି । ସେମାନଙ୍କ ଚଳପ୍ରଚଳ ଓ ଖାଦ୍ୟରେ ଅସୁବିଧା ନାହିଁ । ପରିବେଶ ସହିତ ଆଡ଼ଜଷ୍ଟ କରୁଛି । ସେମାନଙ୍କ ଗତିବିଧି ଉପରେ ନଜର ରଖିଛୁ । ସେମାନଙ୍କୁ ଚିହ୍ନଟ କରିବା ଲାଗି ରଙ୍ଗ ଲଗା ଯାଇଛି । ସେ ରଙ୍ଗକୁ ନଜର ରଖି ଆମେ ଜାଣୁଛୁ । ପ୍ରତ୍ୟେକ ଦିନ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ।
ଯମୁନା ପଶ୍ଚିମବଙ୍ଗ ଚାଲିଯାଇଥିବା ଗୁଜବ: ଆମ ସମ୍ପତ୍ତି ଆମ ପାଖରେ ଥିବା କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି ।
/kanak/media/media_files/2025/01/08/kDluxmIoyVJtCUxzIPtP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)