ପବିତ୍ର ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଇ : ମାଆଙ୍କ ଝଲକ ପାଇବାକୁ ଶ୍ରଦ୍ଧାଳୁଙ୍କ ସମାଗମ

ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l

35

କନକବ୍ୟୁରୋ : ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି  l  ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି  l

ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏl ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛିl ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ  l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe