କନକ ବ୍ୟୁରୋ: ପ୍ରକାଶ ପାଇଲା ଓପିଏସ୍ସି ପରୀକ୍ଷା ଫଳ । ଟପ୍ପର ହୋଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରିୟାଂଶୁ ପାଲ । ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର ଥିବାବେଳେ ତୃତୀୟ ସ୍ଥାନରେ ଅଛନ୍ତି ଶୋଭନ ପଟ୍ଟନାୟକ । ଓପିଏସସି ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ ଭିତରେ ଜଣେ ମାତ୍ର ଝିଅ ଅନନ୍ୟା ମିଶ୍ର ଅଛନ୍ତି । ଗତ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇଥିଲା । ସେହିପରି ଏଇ ମାସ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପର୍ସନାଲ ଟେଷ୍ଟ ହୋଇଥିଲା । ଆଜି ଏହାର ରେଜଲ୍ଟ ପ୍ରକାଶ ପାଇଛି ।
ପ୍ରକାଶ ପାଇଲା ଓପିଏସ୍ସି ରେଜଲ୍ଟ, ପ୍ରିୟାଂଶୁ ପାଲ ଟପ୍ପର
ପ୍ରକାଶ ପାଇଲା ଓପିଏସ୍ସି ପରୀକ୍ଷା ଫଳ । ଟପ୍ପର ହେଲେ ପ୍ରିୟାଂଶୁ ପାଲ । ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର, ତୃତୀୟରେ ଶୋଭନ ପଟ୍ଟନାୟକ । ପ୍ରଥମ ୧୦ ଜଣଙ୍କ ଭିତରେ ଜଣେ ଝିଅ ।
/kanak/media/media_files/2025/09/26/04-opsc-result-2025-09-26-16-11-35.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)