କନକ ବ୍ୟୁରୋ : ତିଗିରିଆରେ ରାଜା ସ୍ବାଇଁଙ୍କୁ ବିରୋଧ । ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯିବା ବେଳେ ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଅଟକାଇଲେ ବିଜେପି କର୍ମୀ । ଗାଡ଼ି ଉପରକୁ ଢେଲା ମାଡ଼ କରିଛନ୍ତି । ବିଧାୟକଙ୍କୁ ବିରୋଧ ଯୋଗୁଁ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି । କଡ଼ା ସୁରକ୍ଷା ମଧ୍ୟରେ ବିଧାୟକଙ୍କୁ ନେଇଛି ପୋଲିସ । ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।
ତିଗିରିଆରେ ଆଠଗଡ଼ ବିଧାୟକଙ୍କୁ ବିରୋଧ । ଢେଲାମାଡ଼ ସହ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା
ତିଗିରିଆରେ ରାଜା ସ୍ବାଇଁଙ୍କୁ ବିରୋଧ । ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯିବା ବେଳେ ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଅଟକାଇଲେ ବିଜେପି କର୍ମୀ ।
/kanak/media/media_files/2025/02/12/Frf75GXkkmNNbGm9uznh.jpg)