କନକ ବ୍ୟୁରୋ : ଆଜି ଭିନ୍ନ ଏକ ଅବତାରରେ ନଜର ଆସିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଦିଲ୍ଲୀର ଏକ ବଜାରରେ ହାଠାତ ପହଁଚିଥିଲେ ରାହୁଲ । ଏଠାକାର ଏକ ୨୫ବର୍ଷ ପୁରୁଣା ସଉଦା ଦୋକାନକୁ ଯାଇ ଗ୍ରାହକଙ୍କ ସହ ଯୋଡି ହେବାକୁଚେଷ୍ଟା କରିଥିଲେ । ଏପରିକି ଗ୍ରାହକ ମାଗିବା ଅନୁସାରେ ସଉଦା ଦେଇଥିଲେ ରାହୁଲ । ଏଥିସହ ବ୍ୟବସାୟୀଙ୍କଠୁ ଦୋକାନ ବାବଦରେ ପଚାରିବୁଝିବା ସହ ଆଜିର ଡିଜିଟାଲ ଦୁନିଆରେ ଦୋକାନ ଖୋଲିବା,ବ୍ୟବସାୟ କରିବା କେତେ ଆହ୍ବାନ ବୋଲି ପଚାରିବୁଝିଥିଲେ
ଦିଲ୍ଲୀ ବଜାରରୁ ନୂଆ ଅନୁଭୂତି ସାଉଣ୍ଟିଲେ ବିରୋଧୀଦଳ ନେତା । ସଉଦା ଯୋଗାଇ ଗ୍ରାହକଙ୍କ ସହ ଯୋଡିହେଲେ ରାହୁଲ ଗାନ୍ଧୀ
ଏଠାକାର ଏକ ୨୫ବର୍ଷ ପୁରୁଣା ସଉଦା ଦୋକାନକୁ ଯାଇ ଗ୍ରାହକଙ୍କ ସହ ଯୋଡି ହେବାକୁଚେଷ୍ଟା କରିଥିଲେ । ଏପରିକି ଗ୍ରାହକ ମାଗିବା ଅନୁସାରେ ସଉଦା ଦେଇଥିଲେ ରାହୁଲ ।
/kanak/media/media_files/2024/12/10/JoYcBTPPKyvHlMCB50T0.jpg)