କନକ ବ୍ୟୁରୋ: ଜୀବନ ପ୍ରତି ବିପଦ ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ବିରୋଧୀ ଦଳ ନେତା । ପୁଣେର ଏକ ସ୍ବତନ୍ତ୍ର କୋର୍ଟରେ ହାଜର ହେବା ସମୟରେ ରାହୁଲ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମହାରାଷ୍ଟ୍ର ସରକାରଙ୍କଠୁ ସୁରକ୍ଷା ଲୋଡିଛନ୍ତି । କୋର୍ଟଙ୍କୁ ରାହୁଲ କହିଛନ୍ତି
ରାହୁଲଙ୍କ ଜୀବନ ପ୍ରତି ବିପଦ !
-ବୀର ସାବରକରଙ୍କ ଉପରେ ବିବାଦୀୟ ଟିପ୍ପଣୀ ମାମଲା
-ହତ୍ୟା ଆଶଙ୍କା ପ୍ରକାଶ କଲେ ରାହୁଲ
-ଜୀବନ ପ୍ରତି ବିପଦ ଥିବା ଦାବି
-ପୁଣେ କୋର୍ଟଙ୍କ ଦ୍ବାରସ୍ଥ ରାହୁଲ
-ବାରମ୍ବାର ତାଙ୍କୁ ହତ୍ୟା ଧମକ ମିଳୁଥିବା ଦାବି
-ଧମକ ଦେଉଥିବା ବ୍ୟକ୍ତି ନାଥୁରାମ ଗଡସେଙ୍କ ବଂଶଧର
-ଅଭିଯୁକ୍ତ ଅନେକ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଅଭିଯୋଗ
-ଅଭିଯୁକ୍ତଙ୍କ ନାଁ ରବନୀତ ସିଂ ବିଟୁ ଓ ତରବିନ୍ଦର ସିଂହ ମାରୱାହ
-ହାଜର ହେବା ସମୟରେ ରାହୁଲ ଅତିରିକ୍ତ ସୁରକ୍ଷା ଦାବି କରିଥିଲେ
-ମହାରାଷ୍ଟ୍ର ସରକାରଙ୍କଠୁ ସୁରକ୍ଷା ଲୋଡିଛନ୍ତି
-ରାହୁଲଙ୍କ ଅଭିଯୋଗକୁ ବୀର ସାବରକରଙ୍କ ନାତି ସତ୍ୟକି ସାବରକରଙ୍କ ଖଣ୍ଡନ
-ରାହୁଲଙ୍କ ବିରୋଧରେ ମାନହାନି ମାମଲା ଦାୟର
-ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ
-ନାସିକ ଓ ଲକ୍ଷ୍ନୌରେ ଦୁଇଟି ମାମଲା ଚାଲିଛି
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ
ସାବରକରଙ୍କ ଉପରେ ଟିପ୍ପଣୀ ଯୋଗଁ ହତ୍ୟା ଧମକ । ମହାରାଷ୍ଟ୍ର ସରକାରଙ୍କୁ ରାହୁଲ ମାଗିଲେ ସୁରକ୍ଷା ।
/kanak/media/media_files/2025/08/13/rahul-2025-08-13-21-12-04.jpg)