କ୍ରିକେଟ ମୈଦାନରେ ବି ସଫଳ ହେଲା ଅପରେସନ୍ ସିନ୍ଦୂର: ଏସିଆ କପ ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍

Advertisment

ଭାରତର ବିଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଉତ୍ସବ ପାଳନ କରୁଛନ୍ତି ଏବଂ ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜସ୍ୱ ଶୈଳୀରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତର ବିଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଉତ୍ସବ ପାଳନ କରୁଛନ୍ତି ଏବଂ ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜସ୍ୱ ଶୈଳୀରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

wwww

Photograph: (social media)

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଟାଇଟଲ୍ ଜିତିଛି । ଭାରତର ବିଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଉତ୍ସବ ପାଳନ କରୁଛନ୍ତି ଏବଂ ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜସ୍ୱ ଶୈଳୀରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲ୍ ଏକ୍ସରେ ଲେଖିଛନ୍ତି, 'କ୍ରୀଡା କ୍ଷେତ୍ରରେ ବି ଦେଖିବାକୁ ମିଳିଲା ଅପରେସନ ସିନ୍ଦୂର ... ଫଳାଫଳ ସମାନ, ଭାରତ ଜିତିଲା!'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe