’ପିକ୍ଚର ଅଭି ବାକି ହୈ’ ; ଅପରେସନ୍ ସିନ୍ଦୂର ପରେ ପୂର୍ବ ଆର୍ମି ଚିଫଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନ ଥରିଲାଣି

Advertisment

ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି ।  ’ପିକ୍ଚର ତୋ ଅଭି ବାକି ହୈ’ ବୋଲି ନରୱଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି ।

ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି ।  ’ପିକ୍ଚର ତୋ ଅଭି ବାକି ହୈ’ ବୋଲି ନରୱଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି ।

manoj Narvane

manoj Narvane Photograph: (KanakNews)

କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତୀୟ ସେନା  । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ସଙ୍ଗଠନ ଲସ୍କର -ଏ- ତୋୟବା, ଜୈଶ- ଏ- ମୋହମ୍ମଦ, ଓ ହିଜବୁଲ ମୁଜାହିଦ୍ଦିନର ଠିକଣାଗୁଡିକୁ ଉପରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ନିପାତ କରିଛି ବାୟୁସେନା । ଏହି ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି ।  ’ପିକ୍ଚର ତୋ ଅଭି ବାକି ହୈ’ ବୋଲି ନରୱଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି ।

ନରୱଣେ ସଙ୍କେତ ଦେଇଛନ୍ତି, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରେ ଏବଂ ଯୁଦ୍ଧକୁ ଉସକାଏ ତେବେ ଭାରତ ଆହୁରି ବଡ ଧରଣର ଆକ୍ରମ ଣ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଜବାବ ଭାବରେ ’ଅପରେସନ୍ ସିନ୍ଦୂର’କୁ ଆରମ୍ଭ କରିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe