କନକ ବ୍ୟୁରୋ : ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ଅପରେସନ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଆଜି ୫ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅପରେଶନ ଜାରି ରହିଛି । ଗତକାଲି ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାସ୍କର ଟଳି ପଡିଥିଲେ । କାଲି ରାତି ତମାମ ଜାରି ରହିଥିଲା ଏନକାଉଣ୍ଟର । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କିଛି ଯବାନ ଅସୁସ୍ଥ ହୋଇପଡିଛନ୍ତି ।
ଛତିଶଗଡ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅପରେସନ ଘଟଣା, ଆଜି ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି
ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅପରେଶନ ଜାରି ରହିଛି । ଗତକାଲି ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାସ୍କର ଟଳି ପଡିଥିଲେ ।
/kanak/media/media_files/2025/06/07/41IHRun60r23MlOnWIIa.jpg)