ପୁଣି ଖୋଲିବ ବାହାର, ଭିତର ରତ୍ନ ଭଣ୍ଡାର: ଶ୍ରୀମନ୍ଦିରରେ ବୋମା ନିଷ୍କ୍ରିୟକାରୀ ଦଳ
ଖୋଲିବ ରତ୍ନଭଣ୍ଡାର, ଶ୍ରୀମନ୍ଦିରରେ ପହଞ୍ଚିଲେ ବୋମା ନିଷ୍କ୍ରିୟକାରୀ ଦଳ। ଯାଞ୍ଚ ପାଇଁ ବମ୍ ଡିସ୍ପୋଜାଲ ଟିମ୍ ଫ୍ରୀସକିଂ ମେସିନ ଓ ମେଟାଲ ଡିଟେକ୍ଟର ଆଦି ଯାଞ୍ଚ ପାଇଁ ମନ୍ଦିରକୁ ପ୍ରବେଶ କରିଛନ୍ତି।